ଦିଲ୍ଲୀରେ ହାଇ ଆଲର୍ଟ: ‘ଇଣ୍ଡିଆ ଗେଟ୍‌’କୁ ପଶିପାରେ ବନ୍ୟାଜଳ

ବିପଦ ସଙ୍କେତ ଟପୁଛି ଯମୁନା ନଦୀ ନୂଆଦିଲ୍ଲୀ: ଯମୁନା ନଦୀର ଜଳସ୍ତର ୨୦୮.୪୮ ମିଟର୍‌କୁ ବୃଦ୍ଧି ପାଇଥିବାରୁ ଦିଲ୍ଲୀର ପ୍ରସିଦ୍ଧ ‘ଇଣ୍ଡିଆ ଗେଟ୍‌’ ଅଞ୍ଚଳ ଜଳର୍ଣ୍ଣବ ହୋଇ ପାରେ ବୋଲି ‘ଟାଇମ୍‌ସ୍‌ ଅଫ୍‌ ଇଣ୍ଡିଆ’ ରିପୋର୍ଟ କରିଛି। ଦିଲ୍ଲୀର ଲାଲ୍‌ କିଲ୍ଲା ଓ ପୁରୁଣା ସଚିବାଳୟରେ ବନ୍ୟାଜଳ ପ୍ରବେଶ କରିଥିବା ବେଳେ ଯମୁନା ନଦୀଠାରୁ ମାତ୍ର ୩/୪ କିଲୋମିଟର୍‌ ଦୂରରେ ଥିବା ‘ଇଣ୍ଡିଆ ଗେଟ୍‌’ ଗେଟ୍‌ରେ ବନ୍ୟାଜଳ ପ୍ରବେଶ କରିବାକୁ … Continue reading ଦିଲ୍ଲୀରେ ହାଇ ଆଲର୍ଟ: ‘ଇଣ୍ଡିଆ ଗେଟ୍‌’କୁ ପଶିପାରେ ବନ୍ୟାଜଳ